ଟିଟୋର ସହଯୋଗୀଙ୍କୁ ଉଠାଇନେଲା କ୍ରାଇମ ବ୍ରାଂଚ

0
88

କେନ୍ଦ୍ରାପଡ଼ା- ଶୁକ୍ରବାର କ୍ରାଇମ ବ୍ରାଂଚ ର ଏସଟିଏଫ ଟିଟୋ ଓ ତାର ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ କରିବା ସହିତ ପେଟ୍ରୋଲ ପମ୍ପ, ଜେସିବି, ହାଇୱା ଆଦି ସମ୍ପତି ଜବତ କରିଥିଲା । ପୁଣି ସେହି ରାତିରେ କେନ୍ଦ୍ରାପଡ଼ା ସାନମଙ୍ଗଳା ଘରୁ ଟିଟୋର ସହଯୋଗୀ କ୍ଷିରୋଦ କରଙ୍କୁ କ୍ରାଇମ ବ୍ରାଂଚ ଉଠାଇ ନେଇ ଅଟକ ରଖି ଜେରା କରୁଛି । ସେହିପରି ଶୁକ୍ରବାର ରାତିରେ ପାରାଦ୍ୱୀପରୁ ଟିଟୋର ୩ ଜଣ ସହଯୋଗୀଙ୍କୁ କ୍ରାଇମ ବ୍ରାଂଚ ଉଠାଇ ଆଣି ଅଟକ ରଖି ଜେରା କରୁଥିବା ମଧ୍ୟ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here