ଚିଟଫଣ୍ଡ ମାମଲାର ସୁପ୍ରିମ କୋର୍ଟରେ ହେଲା ଶୁଣାଣି

0
43

ନୂଆ ଦିଲ୍ଲୀ: ପୋଲିସ ସିବିଆଇ ଚିଟଫଣ୍ଡ ମାମଲାକୁ ନେଇ ମୁହଁମୁହିଁ ହୋଇଥିଲେ । ଏହି ମାମଲାକୁ ନେଇ ବିବାଦ ବଢ଼ିଥିଲା । ସି ଜେ ଆଇ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠରେ ହୋଇଛି ଶୁଣାଣି । ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ସିବିଆଇ ପାଖରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଏବେ ରାଜୀବ କୁମାରଙ୍କୁ ଗିରଫ କରାଯାଇ ପାରିବ ନାହିଁ । ସିବିଆଇକୁ ସହଯୋଗ କରିବାକୁ ରାଜେଶ କୁମାରଙ୍କ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ତାଙ୍କୁ ସିଂଲରେ ଜେରା କରାଯିବ । ସୁପ୍ରିବକୋର୍ଟର ନିର୍ଦ୍ଦେଶ ଅନୁସାରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୨୦ରେ ହେବ । ମମତା ସୁପ୍ରିମକୋର୍ଟର ଶୁଣାଣିକୁ ସ୍ୱାଗତ କରିଛନ୍ତି । ଏବଂ କହିଛନ୍ତି ଏହା ଲୋକମାନଙ୍କ ବିଜୟ । ଏହା ଟିଏମସି ଆନ୍ଦୋଳନ ନୁହେଁ ବରଂ ଜନତାଙ୍କ ଆନ୍ଦୋଳନ ।

LEAVE A REPLY

Please enter your comment!
Please enter your name here