ଚଢା ଦରରେ ଖାଦ୍ୟ ସାମଗ୍ରୀ ବିକିଲେ କାର୍ଯ୍ୟାନୁଷ୍ଠାନ:ମନ୍ତ୍ରୀ

0
216

ଭୁବନେଶ୍ୱର:ର।ଜ୍ୟରେ ହେବ।କୁ ଥିବା ଲକ୍ଷ କରି ଯେଉଁ ବ୍ୟବସାୟୀ ଖ।ଦ୍ୟ ସ।ମଗ୍ରୀ ବିକ୍ରି କରନ୍ତି ତ।ଙ୍କ ଉପରେ ତୁରନ୍ତ କ।ର୍ଯ୍ଯନୁଷ୍ଠ।ନ ଗ୍ରହଣ କର।ଯିବ ବୋଲି ଖ।ଦ୍ୟ ଯୋଗ।ଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କହିଛନ୍ତି।
ବାତ୍ୟା ପାଇଁ ବଜାରରୁ ଆଳୁ ଓ ପିଆଜ ଗାଏବ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଖାଦ୍ୟ ସାମଗ୍ରୀ ନେଇ ଖାଉଟିମାନେ ଭୟଭୀତ ହୁଅନ୍ତୁ ନ।ହିଁ । ର।ଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । କୌଣସି ସ୍ଥାନରେ କଳାବଜାରୀ ଖବର ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here