କୁରକୁରି ନେଲା ଜୀବନ : କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି କଲେଜ ଛତ୍ରୀଙ୍କ ମୃତ୍ୟୁ 

0
1777

 

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଲପାହାଡ ସହରରେ ଜଣେ କଲେଜ ଛାତ୍ରୀ କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗିବାରୁ ଜଣେ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି । ବେଲପାହାଡ଼ ଫାଟକରେ ରହୁଥିବା ସରୋଜ କୁମାର ରାୟଙ୍କ ୧୬ ବର୍ଷିୟ ଝିଅ ବ୍ରଜରାଜନଗର କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ସୁଚିତ୍ରା ରାୟ ଗତ କାଲି ଅପରାହ୍ନ ସାଢ଼େ ୪ ଟା ସମୟରେ ଘରେ ଖଟରେ ଶୋଇ ମୋବାଇଲରେ ଭିଡ଼ିଓ ଦେଖି ଦେଖି କୁରକୁରେ ଖାଉଥିବା ସମୟରେ ହଠାତ ସୁଚିତ୍ରାଙ୍କ ତଣ୍ଟିରେ ଲାଗିଯାଇଥିଲା । ଅଚେତ ଅବସ୍ଥାରେ ପରିବାର ଲୋକେ ସୁଚିତ୍ରକୁ ବେଲପାହାଡ଼ସ୍ଥ ଟିଆରଏଲ ହସପିଟାଲକୁ ନେଇଯାଇଥିବାବେଳେ ଡ଼ାକ୍ତର ସୁଚିତ୍ରାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here