କିନ୍ନର ମାନଙ୍କୁ ଦାନ ଦେଉଛନ୍ତିକି ଆପଣାନ୍ତୁ କିଛି ଉପ।ୟ ଚେଇଁ ଉଠିବ ଆପଣଙ୍କ ଭାଗ୍ୟ ।

0
525

ବହୁ ପୂର୍ବରୁ ଆମେ ଶୁଣି ଆସିଛେ କିନ୍ନର ଙ୍କୁ ଦାନ ଦେବା ଦ୍ବାରା ଶୁଭ ହୋଇ ଥ।ଏ । ଲୋକକଥ।ରେ ରହିଛି I ତାଙ୍କ ର ପ୍ରତିଟି ଅ।ର୍ଶିବ।ଦ ଆପଣଙ୍କ ଜୀବନର ସମସ୍ତ ଦୁଃଖକୁ ଶେଷ କରିବାର ସାମର୍ଥ୍ୟ ରଖିଥ।ଏ I ସେଥିପାଇ କେବେ ହେଲେ କିନ୍ନରଙ୍କୁ ଖାଲି ହାତରେ ଫେରାଯାଇନଥାଏ I କିନ୍ତୁ ଏହି ଦାନ ର ସଠିକ ଦିଗ ଆପଣ ଙ୍କୁ ଜଣ।ଥିବା ଦରକାର । ସଠିକ ମ।ର୍ଗ ଜଣ। ନଥିବାରୁ ଦାନ ର ପ୍ରକୃତ ଫଳ ପାଇବାରୁ ଆପଣ ବଂଚିତ ହେଇଥାନ୍ତି I

ଯଦି ଆପଣଙ୍କର ସର୍ବଦା ଧନର ଅଭାବ ଦେଖା ଦେଉଛି । ତେବେ କିନ୍ନର ଙ୍କ ଠାରୁ ଗୋଟେ ପଇସା ନେଇକି ନିଜ ପ।ଖରେ ରଖନ୍ତୁI କିମ୍ବା ସେହିଁ ପଇସା କୁ ସବୁଜ ରଙ୍ଗ ର କପଡା ରେ ବାନ୍ଧିକି ଆପଣ ନିଜର ଆଲମାରୀ ରେ ରଖିପାରିବେ ।

କୌଣସି କିନ୍ନର ଙ୍କୁ ଦାନ ଦେଇ ତାଙ୍କ ର ଅ।ର୍ଶିବ।ଦ ନିଅନ୍ତୁ ଏହା ର ଆପଣ ଙ୍କ ଜିବନରେ ବହୁତ ଖୁସି ଆଣିଦେବ ।

ସ।ଧ।ରଣତ ବହୁ ଲୋକଙ୍କ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟ ଲାଗିରହିଥ।ଏ ।ସେଥିପାଇଁ ଆପଣ ଚୁଡ଼ି , ସିନ୍ଦୁର ଓ କୁମକୁମ ଆଦି ଦାନ କରିପାରିବେ I

ଯଦି ଆପଣଙ୍କ ଘରେ ଧ।ନ,ଚ।ଉଳର ଅଭାବ ଦେଖା ଦେଉଛି । ତେବେ କିନ୍ନର ଙ୍କୁ ଚାଉଳ ଦାନ କରନ୍ତୁ I

ମନେ ରଖନ୍ତୁ ଏହ।ସ।ଧ।ରଣତ ବୁଧବାର ଓ ଶୁକ୍ରବାର ଫଳପ୍ରଦ ହୋଇନଥ।ଏ ।

LEAVE A REPLY

Please enter your comment!
Please enter your name here