ଓଲଟିଲା ଯାତ୍ରୀବାହୀ ବସ୍ ; ୨ ମୃତ, ୧୫ ରୁ ଅଧିକ ଗୁରୁତର

0
78

 

ଭବାନୀପାଟଣା : ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍ । କଳାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥ ଜୋଲକୋଠାରେ ବସ୍ ଦୁର୍ଘଟଣା ଘଟିଛି । ଶ୍ରୀଜଗନ୍ନାଥ ନାମକ ଏହି ଘରୋଇ ବସ୍ ଭୁବନେଶ୍ବରରୁ ଜୟପୁର ଯାଉଥିବା ବାଟରେ କୌଣସି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here