ଆସନ୍ତା ୨୧ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବ ବିଜେପି

0
1586

ଭୁବନେଶ୍ୱର: ଗଣତନ୍ତ୍ର ବଞ୍ଚାଅ ଓ ଚାଷୀ ବଞ୍ଚାଅ ଆହ୍ୱାନରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।  ତେବେ ନବ ନିର୍ମାଣ କୃଷକ ସଂଗଠନର ଏହି ପ୍ରସ୍ତାବିତ ବନ୍ଦ ଡାକରାକୁ ବିଜେପି ସମର୍ଥନ କରିବ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।

LEAVE A REPLY

Please enter your comment!
Please enter your name here