ଆଜି ର।ଉରକେଲ। ବନ୍ଦ

0
60

ରାଉରକେଲା: ରାଉରକେଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସହ ସ୍ବତନ୍ତ୍ର ରାଜସ୍ବ ଜିଲ୍ଲା ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡ।କର। ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ବନ୍ଦ ଡାକରା ଦେଇଛି ରାଉରକେଲା ଓକିଲ ସଂଘ । ପ୍ରଭାବରେ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଯାନବାହନ ଚଳାଚଳ ପୁରା ଠପ୍ ହୋଇଯାଇଛି । ବନ୍ଦକୁ ସବୁ ରାଜନୈତିକ ଦଳ ଓ ଓକିଲ ସଂଘ ସମର୍ଥନ ଦେଇଛନ୍ତି । ସରକାର ଦାବି ପ୍ରତି ଗୁରୁତ୍ବ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କର।ଯିବ ବୋଲି ଓକିଲ ସଂଘ ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here