ଆଜି ମନ୍ତ୍ରୀ ଅପରାହ୍ନରେ ପରିଷଦ ବୈଠକ

0
84

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ। ଅପରାହ୍ନ ୪ଟା ୧୫ ମିନିଟରେ ସଚିବାଳୟରେ ହେବାକୁ ଥିବା ଏହି ବୈଠକରେ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ସରକାର ଲୋକଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରିବାରେ କେତେ ସଫଳ ହୋଇଛନ୍ତି, ତା’ର ସମୀକ୍ଷା କରାଯିବ। ଏହାସହିତ ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ସରକାରଙ୍କଠାରୁ କ’ଣ ଆଶା ରଖୁଛନ୍ତି, ତା’ର ଚିଠା ତାଲିକା ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ଠାରୁ ସଂଗ୍ରହ କରିବେ।

LEAVE A REPLY

Please enter your comment!
Please enter your name here