ଅମୀର୍ ଖାନ୍ଏହି କାରଣରୁ ଅନୁତାପ କରିଥିଲେ

0
62

ମୁମ୍ବାଇସୁଭଷ ଘାଇଙ୍କଠୁଁ କାହାଣୀ ଶୁଣିବାପରେ ଅମୀର୍‌ ଖାନ୍ଙ୍କୁଲାଗିଲାଯେ,‘ସୌଦାଗର୍ରେ ବାସୁ ଭୂମିକାଟି ଖୁବ୍‌ ସଂକ୍ଷିପ୍ତ ତାଛଡ଼ା ଏଥିରେଦିଲୀପ୍‌ କୁମାର  ରାଜ୍‌ କୁମାରଙ୍କ ଭଳି ଦୁଇ ଦିଗ୍ଗଜ କଳାକାର ଅଛନ୍ତି ଏଣୁଅମୀର୍‌ ନିଜକୁ ଅସୁରକ୍ଷିତ ମନେ କଲେବଲିଉଡ଼୍ ଲୋକପ୍ରିୟ ଅଭିନେତା ଅମୀର୍‌ ଖାନ୍‌ ତାଙ୍କର ସୁଦୀର୍ଘ କ୍ୟାରିଅର୍‌ ଭିତରେ ବେଶ୍‌ କେତୋଟି ହିନ୍ଦୀ ସିନେମାରଅଫର୍କୁ ହାତଛଡ଼ା କରଥିଲେ ପରେ ସେହି ଭୂମିକାରେ ଅଭିନୟ କରିଥିବାକଳାକାର ରାତାରାତି ଷ୍ଟାର୍‌ ବନିଥିଲେ ଏହି କ୍ରମରେ ଆସେ ୧୯୯୧ରେ ମୁକ୍ତିଲାଭକରିଥିବା ସୋମ୍ୟାନ୍‌ ସୁଭାଷ ଘାଇଙ୍କ ବ୍ଲକ୍ବଷ୍ଟର୍‌ ମୁଭି ‘ସୌଦାଗର୍ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ,ନିର୍ମାତାନିର୍ଦ୍ଦେଶକ ସୁଭାଷ ଘାଇ ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ୍‌ ‘ସୌଦାଗରରେ ବାସୁ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରଥମେ ଅମୀର୍‌ ଖାନ୍ଙ୍କୁଅଫର୍‌ ଦେଇଥିଲେ ସେତେବେଳକୁ ଅମୀର୍ଙ୍କ ଫିଲ୍ମ ‘କୟାମତ୍‌ ସେ କୟାମତ୍‌ ତକ୍ସୁପର୍ହିଟ୍‌ ହୋଇ ସାରିଥିଲା

ଅମୀର୍‌ ଖାନ୍‌ ଅରାଜି ହେବାପରେ ସୋମ୍ୟାନ୍‌ ସୁଭାଷ ଘାଇ ଜଣେ ନବାଗତ ବିବେକ୍‌ ମୁଶ୍ରାନ୍ଙ୍କୁ ବାସୁ ଚରିତ୍ର ପାଇଁ ଚୁକ୍ତିବଦ୍ଧ କଲେ ‘ସୌଦାଗର୍ ରିଲିଜ୍‌ ହେବାପରେବ୍ଲକ୍ବଷ୍ଟର୍‌ ହେଲାବିବେକ୍‌ ମୁଶ୍ରାନ୍‌ ରାତାରାତି ଷ୍ଟାର୍‌ ବନିଥିଲେହେଲେ ଅମୀର୍‌ ଖାନ୍‌ ସେତେବେଳେ ଏହି ଭୂମିକାଟି ଛାଡ଼ିଥିବା ହେତୁ ଅନୁତାପ କରିଥିଲେଏକଥାକୁସେ ପରେ ସ୍ୱୀକାର କରିଥିଲେ ଏହା ସଂଯୋଗ ଯେ ନିର୍ଦ୍ଦେଶକ ସୁଭାଷ ଘାଇଙ୍କସହିତ ଅମୀର୍‌ ଖାନ୍‌ କୌଣସି ସିନେମାରେ କାମ କରି ନାହାନ୍ତି

 

LEAVE A REPLY

Please enter your comment!
Please enter your name here