ଅଗ୍ନି- ୪ର ସଫଳ ଉତକ୍ଷେପଣ

0
38

ଧାମରା: ଭଦ୍ରକ ଜିଲ୍ଲା ଧାମରା ସ୍ଥିତ ଅବ୍‌ଦୁଲ କଲାମ ଦ୍ବୀପରୁ ରବିବାର ସକାଳ ୮ ଟା ୩୦ ରେ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି- ୪ର ସଫଳ ଉତକ୍ଷେପଣ କର ଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷଭେଦ କ୍ଷମତା ବିଶିଷ୍ଟ ଅଗ୍ନି-୪ ୪ ହଜାର କିମି ପର୍ଯ୍ୟନ୍ତ ଟାର୍ଗେ ଟ କରି ପାରିବ। ଭାରତୀୟ ପ୍ରତିରକ୍ଷା ବାହିନୀ ଏବ˚ ପ୍ରତିରକ୍ଷା ଗବେଷଣା ସ˚ସ୍ଥାର ମିଳିତ ସହଯୋଗରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ମିଜାଇଲ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଥର ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ତ ଦ୍ବାରା ଶେଷଥର ପାଇଁ ୨୦୧୫ ମସିହା ନଭେମ୍ବର ୧୦ ତାରିଖରେ ପରୀକ୍ଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here